ଜୀବନଚର୍ଯ୍ୟାଦେଶ ବିଦେଶ

ଜୀବନରେ ସଫଳତା ପାଇବାକୁ ହେଲେ ଏହି ୫ଟି ଉପାୟକୁ ଅବଲମ୍ବନ କରନ୍ତୁ

ମା ଲକ୍ଷ୍ମୀଙ୍କ କୃପା ତାଙ୍କର ପ୍ରସନ୍ନତାରୁ ଲାଭ ହୋଇଥାଏ l ମା ଲକ୍ଷ୍ମୀ ହେଉଛନ୍ତି ଚାଲି ଚଳନ ଓ ସଂସ୍କାରର ଦେବୀ l ତାଙ୍କର ଆଶୀର୍ବାଦ ଥିଲେ ମଣିଷକୁ ସହଜରେ ସବୁକିଛି ମିଳି ପାରିବ l ମା ଲକ୍ଷ୍ମୀ ସଂସ୍କାରକୁ ବଢାଇବା ସହିତ ପରମ୍ପରାକୁ ସ୍ଥାୟୀ ଭାବରେ ପ୍ରତିପାଳନ କରନ୍ତି l ବେଳେବେଳେ ଏହିପରି ଛୋଟ ଛୋଟ କଥାରେ ମଧ୍ୟ ଲୁଚି ରହିଥାଏ ଧାର୍ମିକ ରହସ୍ୟ l ଯାହା ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରଭାବ ପକାଇ ଥାଏ

* ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦାନ କରିବା ଆବଶ୍ୟକ l ଯଦି ଆପଣ କୌଣସି ଗ୍ରନ୍ଥ କାହାକୁ ଦାନ କରୁଛନ୍ତି ତେବେ ଗଣେଶ ଖୁସି ହୋଇଥାନ୍ତି ଓ ଆମ ଉପରେ ରିଧି ସିଦ୍ଧି ର କୃପା ବରଷାଇ ଥାନ୍ତି l ଧର୍ମ ଗ୍ରନ୍ଥ ,ବେଦ ପୁରାଣ ,ଗୀତା ଭାଗବତ ଆଦି ମହାନ ଗ୍ରନ୍ଥ ଦ୍ୱାରା ମା ଲକ୍ଷ୍ମୀ ,ବାଗଦେବୀ ସରସ୍ୱତୀ ଓ ଭଗବାନ ଗଣେଶଙ୍କ କୃପା ଲାଭ ହୋଇଥାଏ l

*ପୁସ୍ତକ ଦାନ କରିବା ଦ୍ୱାରା ବୁଧ ଗ୍ରହ ମଧ୍ୟ ପ୍ରସନ୍ନ ହୋଇଥାନ୍ତି l ବୁଦ୍ଧି ,ବିବେକ ,ବ୍ୟବସାୟ ରେ ଉନ୍ନତି କରାଇ ଥାଆନ୍ତି l ପୁସ୍ତକ ସମାଜର ନୂତନ ପିଢ଼ିରୁ ପୁରାତନ ପିଢ଼ିର ମିଳନ ଅଟେ l ପୁସ୍ତକ ଦାନ କରିବା ଦ୍ୱାରା ଅଷ୍ଟ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି l

*ନ୍ୟାୟ ଓ କାର୍ଯ୍ୟରେ ସଫଳତା ପାଇଁ ଶ୍ରୀମଦ ଭଗବତ ଗୀତା ଦାନ କରିବା ଶ୍ରେଷ୍ଠ ଅଟେ l ଭକ୍ତି ଭାବର ବୃଦ୍ଧି ପାଇଁ ରାମଚରିତ ମାନସ ,ସୁରସାରବଳୀ ,ଦେବୀ ଭାଗବତ ପୁରାଣ ,ଦୁର୍ଗା ସପ୍ତସତୀ ଦାନ କରି ପାରିବେ l

* ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପଢା ଭିତିକ ପୁସ୍ତକ କୌଣସି ପାଠ ପଢ଼ୁଥିବା ଗରିବକୁ ଦାନ କରିବା ଆବଶ୍ୟକ l ଏହାଦ୍ୱାରା ମଧ୍ୟ ଲକ୍ଷ୍ମୀଙ୍କ କୃପା ଲାଭ ହେବ l

Show More

Related Articles

Back to top button