Breaking PLUSଓଡ଼ିଶାମୁଖ୍ୟ ଖବର

ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ସୋସେଙ୍ଗ ଗାଁରେ ଜଣଙ୍କ ଗୁହାଳରେ ପଶି ବାଛୁରୀକୁ ଖାଇଲା ବାଘ । କଟିଙ୍ଗପାଣି ଗାଁ ପାଖରେ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଗାଁରେ ବନବିଭାଗ ପାଟ୍ରୋଲିଂ କରୁଛି ।

Show More

Related Articles

Back to top button