Breaking PLUSଓଡ଼ିଶାମୁଖ୍ୟ ଖବର
ନୂଆ ଏନକ୍ଲୋଜରକୁ ଯିବ ବାଘୁଣୀ ଜିନ୍ନତ

ଭୁବନେଶ୍ୱର : ନୂଆ ଏନକ୍ଲୋଜରକୁ ଯିବ ବାଘୁଣୀ ଜିନ୍ନତ। ଜିନ୍ନତ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଶିକାର କରି ପାରୁଛି ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଖୁବ୍ ଶୀଘ୍ର ନୂଆ ଏନକ୍ଲୋଜରକୁ ଜିନ୍ନତକୁ ନିଆଯିବ। ଜିନ୍ନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଛି। ଏନକ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜଙ୍ଗଲରେ ଛଡାଯିବ।