
ବାରିପଦା- ଶିମିଳିପାଳର ଘଂଚ ଜଙ୍ଗଲକୁ ଗଲା ଜିନ୍ନତ । ଏନ୍କ୍ଲୋଜର୍ରୁ ବାହାରିଲା ବାଘୁଣୀ ‘ଜୀନ୍ନତ’ । ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆକୁ ଛଡ଼ାଗଲା । ରାତି ୯ଟା ୩୦ରେ ଛଡ଼ାଯାଇଥିବା ଶିମିଳିପାଳ RCCF ସୂଚନା ଦେଇଛନ୍ତି । ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ’ ।