ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ଏଥର କୋଭିଡ୍ କଟକଣାରେ କେମିତି ପାଳନ ହେବ ଜାଗର ଯାତ୍ରା ।

ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କେମିତି ପାଳନ କରାଯିବ ।

ଗତବର୍ଷ ଯେଉଁ ଭଳି ଭାବେ କୋଭିଡ୍ କଟକଣାକୁ ମାନି ପାଳନ କରାଯାଇଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ଏ ବର୍ଷ ମଧ୍ୟ କୋଭିଡ ନିୟମ ମାନି ପାଳନ କରାଯିବ ମହାପ୍ରଭୁ ଶିବଶଙ୍କରଙ୍କ ଜାଗର ଯାତ୍ରା । ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ କେଉଁ ଭଳିଭାବରେ କରାଯିବ ତାହାର ନିୟମ କ’ଣ ସବୁ ରହିବ ତାହା ବିଷୟରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ । ରାତି ୧୦ଟାରେ ମହାଦୀପ ଉଠିବାର ସମୟ ନିର୍ଣ୍ଣୟ କରାଯାଇଛି । ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଗତବର୍ଷ ଜାଗରରେ ଶ୍ରଦ୍ଧାଳୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ କୋଭିଡ୍ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ।

Show More

Related Articles

Back to top button