Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ଵର ଜିଲ୍ଲା ସୋରରେ ଜଗନ୍ନାଥ ମନ୍ଦିରରୁ ଚୋରି

ବାଲେଶ୍ଵର ଜିଲ୍ଲା ସୋରରେ ଥିବା ଏକ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଚମ୍ପୁଆ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ପଶି ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ସୁନା ମୁକୁଟ ଚୋରି କରିନେଇଛନ୍ତି। ଏପରିକି ଦାନ ହୁଣ୍ଡି ଭାଙ୍ଗି ସମ୍ପୂର୍ଣ୍ଣ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଚୋରି ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button