Breaking PLUSଦେଶମୁଖ୍ୟ ଖବରରାଜନୀତି
୨୦୨୪ ଯାଏ ବଢିଲା ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅବଧି
୨.୯୫ କୋଟି ପକ୍କା ଘର ହାସଲ ଲକ୍ଷ୍ୟ

ଆଗାମୀ ତିନି ବର୍ଷ ପାଇଁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି ଯେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିଦିଆଯାଇଛି ।ଏହି ଯୋଜନା ଗ୍ରାମାଞ୍ଚଳର ସମସ୍ତଙ୍କ ପାଇଁ ଗୃହ ସୁନିଶ୍ଚିତ କରିବ।
ଏହି ଯୋଜନାର ସମ୍ପ୍ରସାରଣ ଅବଶିଷ୍ଟ ୧୫୫.୭୫ ଲକ୍ଷ ଘର ନିର୍ମାଣରେ ସହାୟକ ହେବା ସହ ଏହା ୨.୯୫ କୋଟି ପକ୍କା ଘର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।