ଦେଶମନୋରଞ୍ଜନସେଲିବ୍ରିଟି

ସାମ୍ନାକୁ ଆସିଲା ଚଳଚ୍ଚିତ୍ର ଶେହାଜାଦାର ଟିଜର

ସାମ୍ନାକୁ ଆସିଲା ଚଳଚ୍ଚିତ୍ର ଶେହାଜାଦାର ଟିଜର । ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର ଶେହାଜାଦାର ଟିଜର ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ତେଲୁଗୁ ଫିଲ୍ମର ରିମେକ୍‌ । ତେବେ ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କୁ ରୋମାନ୍ସ ସହ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ।

କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଚଳଚ୍ଚିତ୍ର ହେଉଛି ତେଲୁଗୁ ଷ୍ଟାଇଲିସ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ତେଲୁଗୁ ହିଟ୍ ଫିଲ୍ମ ଆଲାବୈକୁଣ୍ଠପୁରମ ହିନ୍ଦୀ ରିମେକ୍ । ଏହା ଜଣାପଡିବା ପରେ ପ୍ରଶଂସକମାନେ ଫିଲ୍ମକୁ ନେଇ ବହୁ ଉତ୍ସାହିତ ଅଛନ୍ତି ।

Show More

Related Articles

Back to top button