ଦେଶମନୋରଞ୍ଜନସେଲିବ୍ରିଟି

ସାମ୍ନାକୁ ଆସିଲା ଫିଲ୍ମ ‘ଭେଡିୟା’ର ଟିଜର,ଏହି ଦିନ ହେବ ରିଲିଜ୍

ପ୍ରତୀକ୍ଷାର ଅନ୍ତ ଘଟିଛି । ସାମ୍ନାକୁ ଆସିଲା ରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ର ଟିଜର । ବହୁଦିନ ଧରି ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଖୁବଶୀଘ୍ର ପ୍ରେକ୍ଷାଳୟରେ ରିଜିଜ ହେବାକୁ ଯାଉଛି । ତେବେ ରିଲିଜ୍ ହୋଇଥିବା ଏବି ଟିଜରରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖି ଦର୍ଶକଙ୍କ ମନରେ ଉକ୍ତଣ୍ଠା ବଢିଯାଇଛି।

ଫିଲ୍ମର ଟ୍ରେଲର ଆସନ୍ତା ଅକ୍ଟୋବର ୧୯ରେ ରିଲିଜ ହେବ। ଆଉ ଫ୍ୟାନ୍ସ ଫିଲ୍ମର ଟିଜର ଦେଖି ଭୟ କରୁଛନ୍ତି। ଟିଜରରେ ଭୟଙ୍କର ଶବ୍ଦ ଶୁଣି ଫ୍ୟାନ୍ସ ଡରିଯାଉଛନ୍ତି।ଅନ୍ଧକାର ଏବଂ ଦମଦାର ର‍୍ୟାପ୍‌ ସହିତ ଟିଜର ଆରମ୍ଭ ହୋଇଛି। ଯାହାକୁ ଶୁଣିବା ପରେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଛି। ଏକ ମିନିଟ୍‌ ଟିଜରରେ ଏକ ଜଙ୍ଗଲରେ ରହସ୍ୟ ଲୁଚି ରହିଥିବା ଦେଖିବାକୁ ମିଳିଛି।

 

Show More

Related Articles

Back to top button