ଓଡ଼ିଶାରାଜନୀତି

ଭୋଟ୍ ଦିନ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ପାଖେଇ ଆସୁଛି ଧାମନଗର ଉପନିର୍ବାଚନ । ନଭେମ୍ବର ୩ ତାରିଖରେ ଧାମନଗର ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ ନିର୍ବାଚନ ଲଢ଼ୁଛନ୍ତି । ଉଭୟ ଉଭୟଙ୍କୁ ଟକ୍କର ଦେବେ । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି ।

ସରକାରଙ୍କ ଘୋଷଣା ମୁତାବକ, ଭୋଟ୍ ଦିନ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଛୁଟି ରହିବ ।

 

Show More

Related Articles

Back to top button