Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଏମ୍ସ

ସୁନ୍ଦରଗଡରେ ପ୍ରତିଷ୍ଠା ହେବ ଦ୍ବିତୀୟ ଏମ୍ସ । ଏଥିପାଇଁ ନିର୍ମାଣ କାମ ଶେଷ ହୋଇଥିବା ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ । ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେବାକୁ ରାଜି ଅଛନ୍ତି । କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ।

ସୁନ୍ଦରଗଡରେ ଦ୍ବିତୀୟ ଏମ୍ସ ହେଲେ ପଶ୍ଚିମ ଓଡିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ । ମେଡିକାଲ କଲେଜଗୁଡିକୁ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯେତେ ଶୀଘ୍ର ହେବ ରାଜ୍ୟର ସମସ୍ତ ମେଡିକାଲ ଓ ପାରା ମେଡିକାଲ କଲେଜ ଖୋଲାଯିବ ବୋଲି ଡିଏମଇଟି କହିଛନ୍ତି ।

Show More

Related Articles

Back to top button