Breaking PLUSଓଡ଼ିଶାମୁଖ୍ୟ ଖବର

ଏଟିଏମ ତାଡି ଟଙ୍କା ନେଇଗଲେ ଦୁର୍ବୃତ୍ତ

ବୌଦ୍ଧ: ଏଟିଏମ ତାଡି ଲକ୍ଷାଧିକ ନେଇଛନ୍ତି ଦୁର୍ବୃତ୍ତ |ଘଟଣା ଟି ବୌଦ୍ଧ ଥାନା ବଢିଗାଁ ଅନ୍ତର୍ଗତ SBI ଏଟିଏମ ରୁ ଲୁଟ ହୋଇଛି ବୋଲି ଅଭିଯୋଗ କରାଯାଇଛି |କେତେ ଟଙ୍କା ଲୁଟ ହୋଇଛି ବୋଲି ବର୍ତମାନ ଯାଏ କାରଣ ଅସ୍ପଷ୍ଟ ରହିଛି ,ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି |

Show More

Related Articles

Back to top button