Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ପ୍ରଧାନଶିକ୍ଷକ

ଭୁବନେଶ୍ୱର, 10 ଫେବୃଆରୀ – ଲାଞ୍ଚ ହେଲା କାଳ । ଲାଂଚ ନେବା ବେଳେ ଧରାପଡିଲେ ପ୍ରଧାନଶିକ୍ଷକ । କେନ୍ଦ୍ରାପଡା ସରକାରୀ ଇଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଅତି 5ହଜାର ଟଙ୍କା ଲାଂଚ ନେବେ ବେଳେ ଧରାପଡିଛନ୍ତି । ଜଣେ ଷ୍ଟାଫଙ୍କ ଠାରୁ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଗୃହ ନିର୍ମାଣ ଲୋନ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ନିରଞ୍ଜନଙ୍କ ଠାରୁ 5ହଜାର ଟଙ୍କା ଜବତ ଓ ଉଦ୍ଧାର କରାଯାଇଛି । ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର 4ଟି ସ୍ଥାନରେ ଚଢାଉ କରାଯାଇଛି । ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Show More

Related Articles

Back to top button