Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଚିନ୍ତା ବଢାଉଛି କରୋନା, ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପୁଣି ବଢୁଛି କରୋନା ଭୟ। ମହାରାଷ୍ଟ୍ର, ସୁରଟ ଭଳି ସହରରେ ତାଲା ମଧ୍ୟ ପୁଣି ଥରେ ଫେରିଛି। ଦେଶର କିଛି ରାଜ୍ୟରେ ବର୍ତମାନ କରୋନା କୁ ନେଇ ସ୍ଥିତି ଉଦବେଗ ଜନକ ଥିବାରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭିଡିଓ କନଫରେନ୍ସ ରେ କରୋନା ସ୍ଥିତି ସମୀକ୍ଷା କରିବା ସହିତ ଟେଷ୍ଟିଂ, ଟ୍ରେସିଂ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ।

ବର୍ତ୍ତମାନ ଦେଶ ରେ ବିଦେଶୀ ଷ୍ଟେନ ପୁଣି ଥରେ ପୂର୍ବ ଭଳି ସେଇ କରୋନା ର ଭୟାବହତା ବଢ଼ାଇବା ସହିତ ଦେଶ ବାସୀ ଙ୍କ ଚିନ୍ତା ମଧ୍ୟ ବଢ଼ାଇଛି।

Show More

Related Articles

Back to top button