Breaking PLUSଦେଶମୁଖ୍ୟ ଖବର

ସୁନା ଦାମ୍‌ ଆକାଶ ଛୁଆଁ

ବଢି ଚାଲିଛି ସୁନା ଦାମ୍‌ । ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛି । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ଗୁରୁବାର ଅର୍ଥାତ୍‌ ୬ ଫେବୃଆରୀରେ ୭୯,୩୦୦ ଟଙ୍କା ୧୦ ଗ୍ରାମ୍‌କୁ ରହିଛି । ଗତକାଲି ଏହା ୭୯,୦୫୦ ଟଙ୍କା ଥିଲା ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୫୧୦ ଟଙ୍କା ରହିଛି । ଗତକାଲି ଏହା ୮୬,୨୪୦ ଟଙ୍କା ଥିଲା ।

Show More

Related Articles

Back to top button