Breaking PLUSଦେଶ ବିଦେଶମୁଖ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବ୍ୟାହତି ପୂର୍ବରୁ ଆଜି ସଂନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ରାଷ୍ଟ୍ରପତି

୭୨ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ। ଆଜି ରାତି ୭ଟାରୁ ତାଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଚାନେଲ୍‍ ସମେତ ଦୂରଦର୍ଶନରେ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ପ୍ରସାରଣ କରାଯିବ।

ହିନ୍ଦୀ ଓ ଇଂରାଜୀ ଭାଷାରେ ଶ୍ରୀ କୋବିନ୍ଦଙ୍କ ସମ୍ବୋଧନର ପ୍ରସାରଣ ପରେ ପରେ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚାନେଲରେ ଏହି ଅଭିଭାଷଣର ଓଡିଆ ରୂପାନ୍ତର ପ୍ରସାରଣ କରାଯିବ। ଆକାଶବାଣୀରେ ଆଞ୍ଚଳିକ ନେଟୱର୍କରେ ଏହି ସମ୍ବୋଧନର ଓଡିଆ ରୂପାନ୍ତର ରାତି ୯ଟା୩୦ ମିନିଟ୍‍ରେ ପ୍ରସାରିତ ହେବ।

Tags
Show More

Related Articles

Back to top button
Close