Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଗୁଡିକର ଥିଓରି ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୦ ଟି ପରୀକ୍ଷା କେନ୍ଦ୍ର ସ୍ଥାପନା ହୋଇଛି । ୧୩୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । କୋଭିଡ୍-୧୯ ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ।

ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ଼ ଓ ଫଟୋ ପରିଚୟ ପତ୍ର ଆଣିବେ। ମାସ୍କ ପିନ୍ଧିବେ। ସାମାଜିକ ଦୂରତା ମାନିବେ । ପରୀକ୍ଷା କେନ୍ଦ୍ର କୁ ପ୍ରବେଶ ସମୟରେ ଗେଟ ନିକଟରେ ଯେପରି ଭିଡ ନହୁଏ ସେଥିପ୍ରତି ନଜର ରଖିବେ ପରୀକ୍ଷା କେନ୍ଦ୍ର ର ଅଧିକାରୀ ।

Show More

Related Articles

Back to top button