Breaking PLUSଓଡ଼ିଶାମୁଖ୍ୟ ଖବର
ପଟ୍ଟା ମିଳିଥିବା ଲୋକଙ୍କୁ ଦିଆଯିବ ଜମି

ଭୁବନେଶ୍ୱର- ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଇନାହାନ୍ତି । ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ରୋଚକ ଉତ୍ତର । ପୂର୍ବ ସରକାର ଲିଫଲେଟ୍ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି । କିନ୍ତୁ ଫାଇଲ୍ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି । ନୂଆ ସରକାର ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି । ଯେତେ ଲୋକଙ୍କୁ ପଟ୍ଟା ମିଳିଛି, ସମସ୍ତଙ୍କୁ ଜମି ଦିଆଯିବ ବୋଲି ସେ କହିଛନ୍ତି ।