Breaking PLUSଓଡ଼ିଶାମୁଖ୍ୟ ଖବର

ସାବଧାନ ! ଆମପାଣି ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ

ଆମପାଣି ଘାଟି ରାସ୍ତାରେ ଖୋଲା ବୁଲୁଛି କଲରାପତରିଆ ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି।

ଆମପାଣି ଘାଟି ରାସ୍ତାରେ ଖୋଲା ବୁଲୁଛି କଲରାପତରିଆ ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ଜୟପୁର ପଟୁ ଘରକୁ ଫେରୁଥିବା ବେଳେ ବାଘ ଦେଖିଥିଲେ। ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏକ କଲରାପତିଆ ବାଘକୁ ଅତି ନିକଟରୁ ଦେଖିଥିବା କହିଛନ୍ତି। ବାଘଟି ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ବୁଲୁଥିବା ପୂର୍ବରୁ ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ ଏବେ କଲରା ପତାରିଆ ବାଘ ଦେଖିବାକୁ ମିଳିଛି।

Tags
Show More

Related Articles

Back to top button
Close