Breaking PLUSଓଡ଼ିଶାମୁଖ୍ୟ ଖବର

ଭାରତ ବନ୍ଦ ସମ୍ପୂର୍ଣ ସଫଳ ହୋଇଛି – ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭାରତ ବନ୍ଦ ନେଇ PCC ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ବିରୋଧୀ ନୀତିକୁ ସାଧାରଣ ଲୋକ ମଧ୍ୟ ବିରୋଧ କରୁଛନ୍ତି । ଯାହାଫଳରେ ବନ୍ଦକୁ ସ୍ୱତ୍ତଃପ୍ରବୃତ ଭାବରେ ସମର୍ଥନ ମିଳିଛି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି, ବନ୍ଦ ଡାକରା ସଫଳ ହୋଇଛି, କେନ୍ଦ୍ର ସରକାର ଚାପଗ୍ରସ୍ତ ହୋଇ ଆଇନ ପ୍ରତ୍ୟାହାର ପାଇଁ ବାଧ୍ୟ ହେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ କରାଯାଇଛି, ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା, ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

Show More

Related Articles

Back to top button