Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି ମହାମାରୀ କରୋନା ଆତଙ୍କ, ୧୦ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

କରୋନା ଭାଇରସ ମହାମାରୀର ଯୋଗୁଁ ବିଶ୍ୱରେ ୩ କୋଟି ୩୫ ଲକ୍ଷ ୪୨ ହଜାର ୫୫୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୬ ହଜାର ୯୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୪୮ ଲକ୍ଷ ୬୯ ହଜାର ୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୬ ଲକ୍ଷ ୬୭ ହଜାର ୩୯୨ ଜଣ ଲୋକ ସକ୍ରିୟ ଅଛନ୍ତି

କରୋନା ଭାଇରସ ମହାମାରୀର ଯୋଗୁଁ ବିଶ୍ୱରେ ୩ କୋଟି ୩୫ ଲକ୍ଷ ୪୨ ହଜାର ୫୫୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୬ ହଜାର ୯୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୪୮ ଲକ୍ଷ ୬୯ ହଜାର ୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୬ ଲକ୍ଷ ୬୭ ହଜାର ୩୯୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୫ ହଜାର ୩୭୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାବାସୀଙ୍କୁ କରୋନା ଭାଇରସ ଅଧିକ ବ୍ୟସ୍ତ କରିପକାଇଛି । ମଙ୍ଗଳବାର ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୭୩ ଲକ୍ଷ ୬୧ ହଜାର ୨୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୯ ହଜାର ୭୭୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୬ ଲକ୍ଷ ୬ ହଜାର ୭୧୬ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୪ ହଜାର ୮୦୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୩୬ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button