Breaking PLUSଓଡ଼ିଶାମୁଖ୍ୟ ଖବର

ମୌସୁମୀ ଅଧିବେଶନ ପରେ କୋଟିଆ ଯିବ ବିଧାନସଭା କମିଟି

ବହୁ ଚର୍ଚ୍ଚିତ କୋଟିଆ ଅଞ୍ଚଳକୁ ଯିବ ବିଧାନସଭା କମିଟି। ମୌସୁମୀ ଅଧିବେଶନ ଶେଷ ହେବା ପରେ କୋଟିଆ ଯିବେ ବିଧାନସଭା କମିଟି। କିଛି ଗାଁରେ ଆଧାର କାର୍ଡ ଯାଞ୍ଚ କରାଯିବ। କାରଣ କିଛି ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଆଧାର କାର୍ଡ ରହିଛି। ସେସବୁର ତଦାରଖ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର।

ସୂଚନାଯୋଗ୍ୟ, କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର। ସେଠାରେ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବାକୁ ଉନ୍ନୟନମୂଳକ କାମ ହାତକୁ ନିଅ। ଯେଉଁ କାମ ଚାଲିଛି ତା’ ଉପରେ ଧ୍ୟାନ ଦିଅ। କୋରାପୁଟ ଜିଲ୍ଲା ପ୍ରଶାସନକୁ ଏମିତି ବୁଧବାର ନିର୍ଦ୍ଦେଶ ଦେଇଛି ବିଧାନସଭା ଗୃହ କମିଟି।

Show More

Related Articles

Back to top button