ଓଡ଼ିଶାଜୀବନଚର୍ଯ୍ୟାବ୍ୟକ୍ତିତ୍ୱଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଶାରଳାଙ୍କ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କଲେ 5-T ସଚିବ

ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ

ଜଗତସିଂହପୁର : ଜଗତସିଂହପୁରରରେ 5-T ସଚିବ । ଆଜି ସକାଳ ୭ଟା ରେ ମା’ ଶାରଳାଙ୍କ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିର ଚତ୍ତୁପାର୍ଶ୍ୱ ବୁଲି ଦେଖିଛନ୍ତି 5-T ସଚିବ, ଭି.କେ ପାଣ୍ଡିଆନ । ଏହାସହିତ ମନ୍ଦିରର ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ଏବଂ ସେବାୟତ,ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ମନ୍ଦିର ପରିଦର୍ଶନ ସମୟରେ 5-T ସଚିବଙ୍କ ସହିତ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱାରୀ, ଏସପି ଅଖିଳେଶ୍ୱର ସିଂ ଏବଂ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମନ୍ଦିରର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ 5-T ସଚିବ ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button