ଦୁର୍ଘଟଣାଦେଶସ୍ୱତନ୍ତ୍ର

ଅଳିଆଗଦାରେ ଭୟଙ୍କର ଅଗ୍ନିକାଣ୍ଡ

୩୫ଟି ଦମକଳ ଗାଡି ଦ୍ୱାରା ନିଆଁକୁ ଆୟତ୍ତ

ନୂଆଦିଲ୍ଲୀ: ଅଳିଆଗଦାରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ନିକଟବର୍ତ୍ତୀ ଗୁରୁଗ୍ରାମର ମାନେସର ଅଞ୍ଚଳର ସେକ୍ଟର- ୬ ନିକଟରେ ଏକ ଅଳିଆ ଗଦାରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ନିଆଁର ରୂପ ଏତେ ଭୟଙ୍କର ଥିଲାଯେ ଏହାକୁ ଆୟତ୍ତ କରିବା ପାଇଁ ପ୍ରାୟ ୩୫ଟି ଦମକଳ ଗାଡି ସେଠାରେ ପହଞ୍ଚିଥିଲା ।

ସମାଚାର ଏଜେନ୍ସି ANI ଦ୍ୱାରା ରାତିରେ ଏହାର ଭିଡିଓ ଟୁଇଟ୍ କରାଯାଇଥିବାବେଳେ ଅଗ୍ନିକାଣ୍ଡ ବିଷୟରେ କୌଣସି ସ୍ପଷ୍ଚ ସୂଚନା ମିଳିପାରିନାହିଁ ।

Show More

Related Articles

Back to top button