Breaking PLUSଖେଳମୁଖ୍ୟ ଖବର

ଟି୨୦ ବିଶ୍ୱକପରେ ଭାରତର କ୍ରମାଗତ ୨ଟି ମ୍ୟାଚରେ ପରାଜୟ ଯୋଗୁଁ ଟୁଇଟରରେ ବ୍ୟାନ ଆଇପିଏଲର ଟ୍ରେଣ୍ଡ ଜୋର ଧରିଛି

ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜୟ ହେବା ଫଳରେ ସେମି ଫାଇନାଲରେ ପ୍ରବେଶ ଆଶା ସନ୍ଦେହପୂର୍ଣ୍ଣ ଭାବେ ରହିଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି । ଏ ନେଇ ଟୁଇଟରରେ ବ୍ୟାନ ଆଇପିଏଲ ଟ୍ରେଣ୍ଡ କରିବାରେ ଲାଗିଛି । ଆଇପିଏଲରେ ଅଧିକ ଅର୍ଥ ରୋଜଗାର ହେଉଥିବାରୁ ଦେଶ ପକ୍ଷେ ଖେଳିବା ନେଇ ଦାୟିତ୍ୱଭାବ ଆସୁ ନାହିଁ । ଆଇପିଏଲ ବ୍ୟାନ କରୋ ଏବଂ ଆନ୍ତର୍ଜାତୀୟ କ୍ରିକେଟରେ ଫୋକସ କରିବା ପାଇଁ ଦାବୀ ଜୋର ଧରିଛି ।

Show More

Related Articles

Back to top button