Breaking PLUSଓଡ଼ିଶାମୁଖ୍ୟ ଖବର
ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ- ସୁରେଶ ପୂଜାରୀ

ମମତା ବାନାର୍ଜୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଜବାବ । ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ କହି ଟାର୍ଗେଟ୍ କଲେ ସୁରେଶ ପୂଜାରୀ ।‘ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି’ । ମନ୍ଦିର ନିର୍ମାଣ ସ୍ବାଗତଯୋଗ୍ୟ, କିନ୍ତୁ ସେଇଟା ଶ୍ରୀକ୍ଷେତ୍ର ନୁହେଁ’ । ‘ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ମମତା ବାନାର୍ଜୀ’ । କେତେ ଭକ୍ତଙ୍କ ଉପରେ ବେଙ୍ଗଲରେ ପ୍ରତିଦିନ ଆକ୍ରମଣ ହେଉଛି ପଚାରିଲେ’ ।