ଓଡ଼ିଶା

ବନ୍ୟା ସ୍ଥିତି ହୋଇନି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର- ବନ୍ୟା ସ୍ଥିତି ହୋଇନି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ‘କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ‘ବର୍ଷା ଯୋଗୁଁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି’ । ‘ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି ।’ବର୍ଷା କମିବା ଯାଏଁ ଲୋକମାନେ ଟିକେ ହନ୍ତସନ୍ତ ହେବେ’ ।

Show More

Related Articles

Back to top button