Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମହିଳା ତୀରନ୍ଦାଜରେ ସୁନା ଆଣିଲେ ସୁନା ଝିଅ ସୁରେଖା

ହାଙ୍ଗଝୋ-19ତମ ଏସୀୟ କ୍ରୀଡାରେ ଭାରତ ପାଇଁ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ତୀରନ୍ଦାଜ ଜ୍ୟୋତି ସୁରେଖା ଭେନମ । ମହିଳା କମ୍ପାଉଣ୍ଡ ତୀରନ୍ଦାଜୀରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଖେଳାଳି ଦକ୍ଷିଣ କୋରିଆର ଚୈଭୋନ ସୌଙ୍କୁ 149-145ରେ ହରାଇ ଶୀର୍ଷରେ ରହିଛନ୍ତି । ଶନିବାର ଏହି ପଦକ ସହ ସୁରେଖା ମୋଟ୍ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯେଉଁଥିରେ ତୀରନ୍ଦାଜ କମ୍ପାଉଣ୍ଡ ମହିଳା ଟିମ୍ ଓ ମିଶ୍ରିତ ଟିମ୍ କମ୍ପାଉଣ୍ଡ ତୀରନ୍ଦାଜ ପଦକ ସାମିଲ ରହିଛି ।

Show More

Related Articles

Back to top button