ଓଡ଼ିଶାରାଜନୀତିସ୍ୱତନ୍ତ୍ର

ଧାମନଗର ବିଧାୟକ ଭାବେ ଶପଥ ଗ୍ରହଣ କଲେ ସୁରଜ ସୂର୍ଯ୍ୟବଂଶୀ

ଆଜି ଶପଥ ନେଲେ ସୁରଜ ସୂର୍ଯ୍ୟବଂଶୀ । ଧାମନଗର ବିଧାୟକ ଭାବେ ଶପଥ ଗ୍ରହଣ କଲେ ସୁରଜ ସୂର୍ଯ୍ୟବଂଶୀ । ଆଜି ବିଧାନସଭାରେ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ସୂଚନାଯୋଗ୍ୟ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା ।ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଥିଲେ।

 

Show More

Related Articles

Back to top button