Breaking PLUSଅପରାଧଆଇନ କାନୁନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
ଫାଇନ ଦେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ
ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନାଁରେ ସାଘାଂତିକ ଅଭିଯୋଗ ଆସିଛି ।

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନାଁରେ ସାଘାଂତିକ ଅଭିଯୋଗ ଆସିଛି । ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫାଇନ ଦେଇ ଚର୍ଚ୍ଚାରେ ଅଛନ୍ତି। ସବୁବେଳେ ନିଜ ଷ୍ଟାଇଲ, ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତା ଏବେ ଫାଇନ କାଟିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୋଲିସ୍ ମୋଟା ଅଙ୍କର ଚାଲାଣ କାଟିଛି। ଅଲ୍ଲୁଙ୍କୁ ୭୦୦ ଟଙ୍କାର ଜୋରିମାନା ଦବାକୁ ପଡିଛି। ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ରେଞ୍ଜ ରୋଭର ଲଗ୍ଜୁରୀ ଏସ୍ୟୁଭି କାର୍ରେ କଳା ରଙ୍ଗର କାଚ ଲଗାଇଥିଲେ। ଏହାପରେ ପୋଲିସ୍ ହାଇବ୍ରାଦାର ବିଜି ସେଣ୍ଟର ରୋଡ୍ରେ ଏହା ଦେଖି ତାଙ୍କ କାର୍କୁ ଅଟକାଇଥିଲା । ଏହାପରେ କାର୍ରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟିଥିଲେ । ଏବଂ ଏଥିପାଇଁ ସୁପରଷ୍ଟାର ହିରୋ ଫାଇନ ମଧ୍ୟ ଦେଇଛନ୍ତି ।