Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ୟାଟେରି ଗାଡ଼ିରୁ ନିଆଁ ଲାଗି ଜଳିଗଲା ୪ ଗାଡ଼ି

ସୁନ୍ଦରଗଡ଼: ବ୍ୟାଟେରି ଗାଡ଼ିରୁ ନିଆଁ ଲାଗି ଜଳିଗଲା ୪ ଗାଡ଼ି । ସରକାରୀ ମହାବିଦ୍ୟାଳୟ ରାସ୍ତାର ଜଣଙ୍କ ଘରେ ଜଳିଗଲା  । ବ୍ୟାଟେରି ସ୍କୁଟିକୁ ଚାର୍ଜ ବସାଇଥିବା ବେଳେ ନିଆଁ ଲାଗିଥିଲା  । ସ୍କୁଟିରୁ ନିଆଁ ଲାଗି ବାଇକ ଓ ୩ ସ୍କୁଟି ସହ ସାଇକେଲ ଜଳିଗଲା ।

Show More

Related Articles

Back to top button