Breaking PLUSଓଡ଼ିଶାମୁଖ୍ୟ ଖବର
ବାଣୀବିହାର ଛକରେ କିଟ୍ ବିଶ୍ବବିଦ୍ୟାଳୟ ତାତି

ଭୁବନେଶ୍ବର ବାଣୀବିହାର ଛକରେ କିଟ୍ ବିଶ୍ବବିଦ୍ୟାଳୟ ତାତି । କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଜୋରଦାର ବିକ୍ଷୋଭ । ଡିମ୍ଡ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର ଦାବି କଲା ଛାତ୍ର କଂଗ୍ରେସ ।