ମୁଖ୍ୟ ଖବର

ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କୁ କୋର୍ଟ ଚାଲାଣ କରାଯାଇଛି

ମଝି ଦରିଆରେ ହେଉଥିଲା ରେଭ୍ ପାର୍ଟି । ସୂଚନା ପାଇ ସେଠାରେ ପହଞ୍ଚିଥିଲା ଏନସିବି । ଆଉ ଛଦ୍ମବେଶରେ ଗ୍ରାହକ ସାଜି କ୍ରୁଜରେ ପହଞ୍ଚିଯାଇଥିଲା ଏନସିବି । ଆଉ ତାପରେ ବଲିଉଡର କିଙ୍ଗଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଥିବା ଜଣାପଡିଥିଲା । ଶେଷରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆର୍ୟନଙ୍କୁ ଗିରଫ କରିଛି । ଆର୍ୟନ ଖାନଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ ବନ୍ଧୁ ଅରବାଜ ମର୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚା, ନୁପୁର ସାରିକା, ଇସମିତ ସିଂ, ମୋହକ ଜସୱାଲ, ବିକ୍ରାନ୍ତ ଚୋକର ଏବଂ ଗୋମିତ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି । ଆର୍ୟନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Show More

Related Articles

Back to top button