Breaking PLUSଓଡ଼ିଶାମୁଖ୍ୟ ଖବର

ପୁଅର ଫାଉଡ଼ା ଚୋଟରେ ମା’ର ମୃତ୍ୟୁ ଅଭିଯୋଗ

ପୁରୀ: ପୁଅର ଫାଉଡ଼ା ଚୋଟରେ ମା’ର ମୃତ୍ୟୁ ଅଭିଯୋଗ ହୋଇଛି । ପୁରୀ ସଦର ସମଙ୍ଗରାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଶା ଖାଇବାକୁ ମା’ ଟଙ୍କା ନ ଦେବାରୁ ହତ୍ୟା  । ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସର ତଦନ୍ତ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button