Breaking PLUSଦେଶମୁଖ୍ୟ ଖବର

ଜମ୍ମୁକାଶ୍ମୀର ବିଧାନସଭାରେ ପହଲଗାମ ଘଟଣାକୁ ଦୃଢ଼ ନିନ୍ଦା 

ଜମ୍ମୁକାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁ​‌ଷ୍ଠିତ ହୋଇଯାଇଛି। ପହଲଗାମ୍‌‌ ଆତଙ୍କବାଦୀ ଆକ୍ରମଣକୁ ନେଇ ସ୍ୱତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଗଲା। ସ୍ୱତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଗଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ ପଦକ୍ଷେପକୁ ସମର୍ଥନ ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ସାରା ଭାରତର ନାଗରିକଙ୍କ ସୁରକ୍ଷା ପାଇଁ ନିବେଦନ କରାଯାଇଥିଲା।

Show More

Related Articles

Back to top button