Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିକ୍କିମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ଗ୍ୟାଙ୍ଗଟକ-ଉତ୍ତର ସିକ୍କିମରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ପାଗରେ ସୁଧାର ଆସିବା ପରେ ଭାରତୀୟ ବାୟୁସେନା ଅଭିଯାନକୁ ଜୋରଦାର କରିଛି । ସୋମବାର 350ରୁ ଅଧିକ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ମଙ୍ଗଳବାର ମଧ୍ୟ ଲୋଚନରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଲାଚୁଙ୍ଗରୁ ମଧ୍ୟ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି ।
ଏଠାରେ ସୂଚନାଯୋଗ୍ୟ, ଅକ୍ଟୋବର 3ତାରିଖରେ ଉତ୍ତର ସିକ୍କିମରେ ବାଦଲ ପଟା ବର୍ଷା ଯୋଗୁ ତିସ୍ତା ନଦୀରେ ବନ୍ୟା ଆସିଥିଲା । ଜଳପ୍ରଳୟ ଯୋଗୁ ସିକ୍କିମର 4ଟି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button