Breaking PLUSଓଡ଼ିଶାମୁଖ୍ୟ ଖବର

ଶିମିଳିପାଳ ଜଗିବେ ସଶସ୍ତ୍ର ପୁଲିସ ବାହିନୀ

ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।

Show More

Related Articles

Back to top button