Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକଙ୍କୁ ଗୋଡାଇ ପିଟିଲେ ସେବାୟତ

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବାୟତ। ସେବାୟତଙ୍କ ଆକ୍ରମଣରେ ଜଣେ ସାମ୍ବାଦିକା ଏବଂ ଜଣେ ଫୋଟୋଗ୍ରାଫର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଆକ୍ରମଣକୁ ବିରୋଧ କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଧାରଣା ଦେଇଛନ୍ତି।

Show More

Related Articles

Back to top button