Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି ହେବ

ପୁରୀ- ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବ। ଏହାକୁ ଅଧିକ ସୁରକ୍ଷିତ କରାଯିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଡ୍ରେଜ୍‌ ସିକ୍ୟୁରିଟିଜ ସହିତ ଆଲୋଚନା କରାଯାଇଛି। ବାହାର ରତ୍ନଭଣ୍ଡାରର ସୁରକ୍ଷା ମାନଦଣ୍ଡକୁ ଅଧିକ ସୁଦୃଢ଼ କରାଯିବ। ଏହା ସହିତ ସୁରକ୍ଷା ବ୍ୟବସ୍ଥାରେ ବାୟୋମେଟ୍ରିକ ବ୍ୟବସ୍ଥା ସହିତ ଡିଜିଟାଲାଇଜେସନକୁ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button