Breaking PLUSଦେଶମୁଖ୍ୟ ଖବର

ପୁଞ୍ଛର ଜଙ୍ଗଲରେ ସୁରକ୍ଷାବଳଙ୍କ ତଲାସୀ ଅଭିଯାନ

ପୁଞ୍ଛ, 26 ନଭେମ୍ବର – ପୁଞ୍ଛର ନିୟନ୍ତ୍ରଣ ରେଖା ନିକଟରେ ଜଙ୍ଗଲିଆ ଅଞ୍ଚଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ରବିବାର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ।
ସେନା ଅଧିକାରୀଙ୍କ ସୂଚନା ମୁତାବକ, ଏଠାରେ କିଛି ସନ୍ଦିଗ୍ଧ ଗତିବିଧି ସୂଚନା ପାଇବା ପରେ ମେଣ୍ଡର ଓ କୃଷ୍ଣା ଘାଟି ସେକ୍ଟରର କିଛି ଜଙ୍ଗଲିଆ ଅଞ୍ଚଳରେ ସେନା, ପୋଲିସ ଓ ସିଆରପିଏଫ ଟିମ୍ ପକ୍ଷରୁ ମିଳିତ ଭାବେ ଅଭିଯାନ କରାଯାଇଛି । ତଲାସୀ ଅଭିଯାନ ସମୟରେ ଯିବା ଆସିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି ।

Show More

Related Articles

Back to top button