Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପିପିଲି ଉପନିର୍ବାଚନ ପାଇଁ ହେବ ସାନି ବିଜ୍ଞପ୍ତି

ପିପିଲି ଉପନିର୍ବାଚନ ସ୍ଥଗିତ ସଂପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ସିଇଓ କହିଛନ୍ତି, 'କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ସ୍ଥଗିତ ରଖିଛନ୍ତି-ମୁଖ୍ୟ ନିର୍ବାଚନ ଅଧିକାରୀ ।

ପିପିଲି ଉପନିର୍ବାଚନ ସ୍ଥଗିତ ସଂପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ସିଇଓ କହିଛନ୍ତି, ‘କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ସ୍ଥଗିତ ରଖିଛନ୍ତି-ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି ବୋଲି ସିଇଓ କହିଛନ୍ତି । ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ସଂପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉ ଥରେ ପ୍ରକାଶ ପାଇବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ ୭ ଦିନ ସମୟ ମିଳିବ ବୋଲି ସିଇଓ କହିଛନ୍ତି ।

Show More

Related Articles

Back to top button