Breaking PLUSଓଡ଼ିଶାମୁଖ୍ୟ ଖବର

ନିଆଁ ପୋଇଁବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ସମ୍ବଲପୁର: ନିଆଁ ପୋଇଁବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା  । ସଦର ଫରେଷ୍ଟ ରେଞ୍ଜ୍‌ ଆମ୍ବିଲିପାଣି ଗାଁରେ ହାତୀ ଆକ୍ରମଣ କରିଛି । ଘର ବାହାରେ ନିଆଁ ପୋଇଁବା ବେଳେ ଦନ୍ତା ଆକ୍ରମଣ କରିଥିଲା ।

Show More

Related Articles

Back to top button