Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବାଦ ଲୋନ ସ୍କାମ ମାମଲା, 3ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର- ସମ୍ବାଦ ଲୋନ୍‌ ସ୍କାମ୍‌ ମାମଲାରେ ୩ ଜଣଙ୍କ ବୟାନ ରେକର୍ଡ ହୋଇଛି । ୧୬୪ ଧାରାରେ ୩ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି ଇଓଡବ୍ଲୁ । ବର୍ତ୍ତମାନ ସୁଦ୍ଧା ୨୪ ଜଣ EOW ନିକଟରେ ଅଭିଯୋଗ କଲେଣି । EOW ନିକଟରେ ଧମକ ଓ ଜାଲିଆତିର ପ୍ରମାଣ ଲାଗିଥିବା ସୂଚନା ମିଳିଛି । ଅଭିଯୋଗକାରୀଙ୍କ ନାଁରେ ଏକାଧିକ ସାଲାରୀ ସ୍ଲିପ୍‌ର ପ୍ରମାଣ ମିଳିଛି ।
ଇଏସ୍‌ଆଇ ଓ ଇପିଏଫ୍‌କୁ ମଧ୍ୟ ଖୋଳତାଡ଼ କରିବାକୁ ଜଣାଇଛି EOW । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ EOW ସୂତ୍ରରୁ ସୂଚନା ମିଳିଛି ।

Show More

Related Articles

Back to top button