Breaking PLUSଦେଶମୁଖ୍ୟ ଖବର
ଟ୍ରମ୍ପଙ୍କ ଟ୍ୱିଟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ସଚିନ ପାଇଲଟ୍

ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବଡ଼ ବୟାନ । ଟ୍ରମ୍ପ୍ଙ୍କ ଦ୍ବାରା ପ୍ରଥମେ ଅସ୍ତ୍ରବିରତି ଘୋଷଣାକୁ ପ୍ରସଙ୍ଗ କଲେ । ପ୍ରଥମ ଥର ଘଟିଛି, ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଆଶ୍ଚର୍ଯ୍ୟ । କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ ହୋଇଛି । ତେଣୁ କଂଗ୍ରେସ ପାର୍ଟି ସ୍ବତନ୍ତ୍ର ସଂସଦ ଅଧିବେଶନ ପାଇଁ ଦାବି କରୁଛି । ଆମେ ୧୯୯୪ର ପ୍ରସ୍ତାବକୁ ପୁଣି ଥରେ ପାରିତ କରିବା ଦରକାର । ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଆମେ ଏହାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିବା ଦରକାର ।