Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆର୍‌ଆଇ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆର୍‌ଆଇ  । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ  । ଜମିବାଡ଼ି ବିବାଦର ବନ୍ଦୋବସ୍ତ ପାଇଁ ନେଉଥିଲେ ଲାଞ୍ଚ  । ଗଣ୍ଡାନାଳି ଡିଭିଜନ୍‌ର RI ସତ୍ୟଭୂଷଣ ବେହେରା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button