Breaking PLUSଦେଶମୁଖ୍ୟ ଖବର

ଆଇପିଏଲ ନିଲାମୀ 2024- ପଞ୍ଜିକରଣ କରିବା ପାଇଁ ଆଜି ଶେଷ ଦିନ

ନୂଆଦିଲ୍ଲୀ, 30 ନଭେମ୍ବର – ଆଇପିଏଲ ନିଲାମୀ ପାଇଁ ପଞ୍ଜିକରଣ ନିମନ୍ତେ ଆଜି ଶେଷ ଦିନ । ଖେଳାଳିମାନେ ନିଜ ସମ୍ବନ୍ଧିତ ବୋର୍ଡ ମାଧ୍ୟମରେ ଏନଓସି ଦେଇନିଜ ନାମ ଦାଖଳ କରିପାରିବେ । ଆଇପିଏଲ ନିଲାମୀ ଡିସେମ୍ବର 19ରେ ହେବ ।
ବିଶ୍ୱକପରେ ପୈଟ କମିଂସ, ମିଶେଲ ଷ୍ଟାର୍କ, ଟ୍ରେଭିସ ହେଡ, ଡେରିଲ ମିଶେଲ, ରଚିନ ରବୀନ୍ଦ୍ର, ଇବ୍ରାହିମ ଜାଦରାନ, ରହମତ ଶାହଙ୍କ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ସହ 7ଶହରୁ ଅଧିକ ଖେଳାଳି ପଞ୍ଜିକରଣ କରାଇବ ବୋଲି ଆଶା କରାଯାଉଛି ।

Show More

Related Articles

Back to top button