Breaking PLUSଓଡ଼ିଶାମୁଖ୍ୟ ଖବର

ଆକାଶରୁ ନିଆଁ ବର୍ଷା, 43 ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର – ଆକାଶରୁ ଅଗ୍ନିବର୍ଷା । ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୬, ବାଲେଶ୍ୱର ୪୨.୨, ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉକେଲା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button