Breaking PLUSଓଡ଼ିଶାମୁଖ୍ୟ ଖବର

ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍‌ ରଥକାଠ

ପୁରୀ: ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍‌ ରଥକାଠ । ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଓ ୨୨ ଖଣ୍ଡ ଅସନ କାଠ ପହଞ୍ଚିଲା  । ବୌଦ୍ଧ କଣ୍ଟାମାଳରୁ ଆସି ପହଞ୍ଚିଲା ରଥକାଠ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button