Breaking PLUSଓଡ଼ିଶାମୁଖ୍ୟ ଖବର
ବିଜେପିରେ ସାମିଲ ହେଲେ କାରଖାନା ଦୁଇଯାଆ

ଭୁବନେଶ୍ୱର- ବିଜେପିରେ ସାମିଲ ହେଲେ କାରଖାନା ଦୁଇଯାଆ । ରାଜଧାନୀ ଭୁବନେଶ୍ୱରରେ କାର୍ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ହାସଲ କରିଥିଲେ। ଏହି ସମୟରେ ଭାଜପା ଏମ୍ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।