ଦେଶସେଲିବ୍ରିଟିସ୍ୱାସ୍ଥ୍ୟ

ଏପର୍ଯ୍ୟନ୍ତ ଫେରି ନାହିଁ ରାଜୁଙ୍କ ଚେତା,ମସ୍ତିଷ୍କ କାମ କରୁନାହିଁ ବୋଲି ଡାକ୍ତରଙ୍କ ମତ

ମାସେ କୁ ଅଧିକ ଦିନ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିନାହିଁ । ଭେଣ୍ଟିଲେଟରରେ ରଖାଯଇଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ଏଭଳି ପରିସ୍ଥିତିରେ ରାଜୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ତାଙ୍କ ଫ୍ୟାନ୍ସ ଏବଂ ପରିବାର ଲୋକେ ।

ରିପୋର୍ଟ ଅନୁଯାୟୀ, ରାଜୁଙ୍କ ବ୍ରେନ୍‌ରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଉନାହିଁ। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ମସ୍ତିଷ୍କ କାମ କରୁନାହିଁ । ୩୬ ଦିନ ହେଲାଣି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ହେଲେ ସେବେଠାରୁ ବେଶ୍‌ କିଛି ଉନ୍ନତି ଆସିନାହିଁ। ବାର ବାର ଜ୍ଵର ଆସୁଛି । ତାଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍‌ ପାଖରେ ଅଚନ୍ତି । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି ।

Show More

Related Articles

Back to top button